ରାଜ୍ୟରେ ସଂକ୍ରମଣଦୁଇ ହଜାର ତଳକୁ ଖସିଆସିଛି। ଦ୍ବିତୀୟ ଲହରରେ ପ୍ରଥମ ଥର ଖସିଛି ସଂକ୍ରମଣ। ସେପଟେ ଲାମ୍ବଡା ଭାରିଏଣ୍ଟକୁ ନେଇ ବିଶ୍ବରେ ଭୟ ବଢିଛି। ଯଦିଓ ଭାରତରେ ଏହା ଏବେସୁଦ୍ଧା ଚିହ୍ନଟ ହୋଇନି ତଥାପି ତାର ସଂକ୍ରମଣ ଅଧିକ ଘାତକ ବୋଲି ସତର୍କ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। #ArgusNews #Odisha #Covid_19 #coronavirus