ରାଜ୍ୟରେ ଲକଡାଉନ କଟକଣାରେ ସାମାନ୍ୟ କୋହଳ କରାଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଗୁଡିକ ଖୋଲା ଯିବାର ସମୟ ସୀମାରେ କୋହଳ କରାଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ଗୁଡିକୁ କାଟେଗୋରୀ ଏ ଓ ବିରେ ବିଭକ୍ତ କରାଯାଇ କଟକଣା ହଟାଯାଇଛି...ଏହି ସମୟରେ, କଣ ଖୋଲା ରହିବ କଣ ନାହିଁ ।
#ArgusNews #ArgusNewsTV #Odisha #Unlock_Odisha #Lockdown