ରାଜ୍ୟ ସରକାରଙ୍କ ଅଜବ ନୀତି । ମାଟ୍ରିକ ପରୀକ୍ଷା ରେଜଲ୍ଟରୁ ବଞ୍ଚିତ ହେଲେ ଦୃଷ୍ଟିହୀନ ଛାତ୍ରଛାତ୍ରୀ । କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଭେଟି ନିଜର ଦୁଃଖ ଜଣାଇଛନ୍ତି ପୁରୁଣା ସହର ସିଦ୍ଧମଠ ସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ରଛାତ୍ରୀ । ହେଲେ ସେଠାରୁ ମଧ୍ୟ ନିରାଶ ହୋଇଛନ୍ତି ।
#ArgusNews #Odisha #Keonjhar #MatricResult #Exam #MatricStudent #Justice #BlindStudentMatricResult