#ରାତି_ପହିଲେ_ପୂଜା_ମଣ୍ଡପରେ_ଆରମ୍ଭ_ହେବ_ଷଷ୍ଠୀ_ପୂଜା
ରାତି ପାହିଲେ ଧରାପୃଷ୍ଠକୁ ଅବତରଣ କରିବେ ଜଗତ ଜନନୀ ମା ଦୁର୍ଗା । ଏଥିଲାଗି ସମସ୍ତ ପୂଜା ମଣ୍ଡପରେ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ । ସେପଟେ ରାଜ୍ୟ ସରକାର କହିଛନ୍ତି କୋଭିଡ ଗାଇଡଲାଇନ ଯାହା ରହିଛି ତାକୁ କଡାକଡି ପାଳନ କରାଯିବ ।
#Cuttack #durgapuja #festival #COVID19 #guidelines #Odisha #ArgusNews