ବାତ୍ୟା ପରେ ବନ୍ୟା ଲୋକଙ୍କ ଦୁର୍ଦ୍ଦଶାକୁ ବଢାଇ ଦେଇଛି। ଆଜିକୁ 15 ଦିନ ପରେ ମଧ୍ୟ କ୍ଷତିଗ୍ରସ୍ଥଙ୍କ ପାଖରେ ପହଂଚିପାରୁନି ପ୍ରଶାସନ। ରିଲିଫ ସାମଗ୍ରୀ ବଣ୍ଟନରେ ପାତର ଅନ୍ତର ଅଭିଯୋଗରେ ବିଡିଓଙ୍କୁ ଭେଟି ଦାବି ଜନାଇଲେ ଗାଁ ଲୋକ
#ArgusNews #Odisha #NewsChannel #ArguNewsTV #After_Cyclone #Flood #Partiality_Relief