ଲଗାଣ ବର୍ଷାରେ ବେହାଲ ହୋଇଛି କଟକ ଜିଲ୍ଲାର ନିଆଳି ଅଞ୍ଚଳର । ଯେଉଁଆଡ଼େ ଚାହିଁବେ ଖାଲି ପାଣି ହିଁ ପାଣି। ଚାରିଆଡେ ଜଳବନ୍ଦୀ ପରିସ୍ଥିତି। ରାସ୍ତାରେ ଚାଲୁଛି ଆଣ୍ଠୁଏ ଉଚ୍ଚର ପାଣି। ଯେଉଁଥିପାଇଁ ଯାତାୟାତରେ ଉପୁଜିଛି ସମସ୍ୟା।
#Heavyrainfall #rain #Waterlogged #Niali #ArgusNews #Odisha #Cuttack