ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଗତକାଲି ଠାରୁ ବର୍ଷା ଲାଗି ରହିଥିବା ବେଳେ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା । ଲଗାଣ ବର୍ଷା ଫଳରେ ୫୩ ନଂ ଜାତିୟରାଜପଥ କାମାକ୍ଷାନଗର ସିଆରିମାଳିଆ ଠାରେ NH53 ରେ ଏକ ୪୦ ଫୁଟର ଘାଇ ସୃଷ୍ଟି ହୋଇଛି ।
#Dhenkanal #Hibernian #NH53 #road #kamakhyanagar #Odisha #ArgusNews