ଲଘୁଚାପର ରୂପ ନେବ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । 24 ଘଣ୍ଟାରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା...5ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ଓ୍ବାର୍ଣ୍ଣିଂ ଜାରି...5ଦିନ ମଧ୍ୟରେ ଲଘୁଚାପ ନେଇପାରେ ବାତ୍ୟାର ରୂପ ।
#BBSR #WheatherUpdate #Odisha #ArgusNews