ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଘଟିଯାଇଛି ଅଘଟଣ । ଜଣେ ବୃଦ୍ଧ ବାଣପୁର ସ୍ଥିତ ଶାଳିଆ ନଈ ରେ ଶୌଚ ବେଳେ ନଈରେ ଭାସିଯାଇ ନିଖୋଜ ହୋଇ ଯାଇଛନ୍ତି । ଖବର ପାଇ ବାଣପୁର ଅଗ୍ନିଶମ ବିଭାଗର ଏକ ଟିମ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ଖୋଜିବା କାର୍ଯ୍ୟ ଜାରି ରଖିଥିବା ବେଳେ ଚରଣଙ୍କ ସନ୍ଧାନ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ
#Khurda #Banapur #Odisha #ArgusNews