ନିଜ ଗ୍ରାମର ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ପାଇଁ ତାତିଲେ ଅଭିଭାବକ । ଏକାସାଥିରେ ଗ୍ରାମବାସୀ ,ଅଭିଭାବକ ତଥା ସ୍କୁଲ ପରିଚାଳନା କମିଟିର କାର୍ଯ୍ୟକର୍ତ୍ତାମାନେ । ସମ୍ବଲପୁର ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀଙ୍କ କାଯ୍ୟାଳୟକୁ ତାଲା ମାରି ପ୍ରତିବାଦ କରିଛନ୍ତି
#Sambalpur #Highschool #TeacherProblem #PeopleProtest #DEOOffice #Odisha #ArgusNews