#ବଡ_ନଦୀକୁ_ଏବେ_ବଡ_ବିପଦ #ଯେଉଁଠି_ପାଣି_ଲହଡି_ମାରିବା_କଥା_ସେଠି_ଖାଲି_ବାଲି_ହିଁ_ବାଲି ଅଧା ଓଡିଶା ଏବେ ଚିନ୍ତାରେ । ହେଲେ ବିଗତ ଦିନରେ ମାଠିଆ ଭାଙ୍ଗି, କଳସ ଯାତ୍ରା କରି ମହାନଦୀ ପାଇଁ ଅଣ୍ଟା ଭିଢିଥିବା ବିଜୁ ଜନତା ଦଳ ଏବେ ନୀରବ ରହିବା ବଡ କିନ୍ତୁ ସୃଷ୍ଟି କରିଛି । #River #Mahanadi #sand #BJD #Water #Cuttack #Argusnews #Odisha