ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଖାଁ ଖାଁ ଲାଗୁଛି ସବୁ ଶୈବପୀଠ । ରାଜ୍ୟରେ କରୋନା କଟକଣା ପାଇଁ ବନ୍ଦ ରହିଛି ସବୁ ଶୈବ ପୀଠ। ଫଳରେ କାଉଡିଆ ମାନେ ଏଥର ଜଳଲାଗି କରିବାକୁ ଆସିନାହାନ୍ତି । ରାଜ୍ୟର ବଡ଼ ଶୈବ ପୀଠ ଲିଙ୍ଗରାଜ ମନ୍ଦିରର ମଧ୍ୟ ଭକ୍ତ ଶୁନ୍ୟ ହୋଇ ପଡିଛି ।
#ArguesNews #ArgusNewsTV #Odisha #Bhubaneswar #lingarajtemple