କରୋନା କାଳରେ ସୃଷ୍ଟି ହୋଇଛି ମାନବିକତାର ଅନେକ ନଜିର । ମାନବଜାତିର ଏଭଳି ସଂକଟ ସମୟରେ ରାଜଧାନୀ ଭୁବନେଶ୍ୱରର ଜଣେ ଚିତ୍ରଶିଳ୍ପୀ ନିଜ ବର୍ଷ ବର୍ଷର ସଂଚିତ ପୁଞ୍ଜିକୁ କରୋନା ସଚେତନତା କାମରେ ବିନିଯୋଗ କରି ଚର୍ଚାକୁ ଆସିଛନ୍ତି
#ArgusNews #Odisha #ArgusNewsTV #NewsChannel #Good_News #Bhubaneswar #Painter #corona_awareness