ସଚେତନତାକୁ କରୋନାର ଡର । ସାରା ବିଶ୍ୱରେ କରୋନା କହର । ହେଲେ ଆଦିବାସୀ ଅଧୁଷିତ 30 ଗାଁକୁ ଏଯାଏଁ ଛୁଇଁପାରିନି କରୋନା । ଆମେ କହୁଛି ଗଞ୍ଜାମ ଜିଲ୍ଲା ସୋରଡାବ୍ଲକର ଗାଜଲବାଡି ପଞ୍ଚାୟତର କଥା ।ଉପାନ୍ତ ଅଞ୍ଚଳର ଜନସାଧାରଣଙ୍କ ସଚେତନତା ପାଇଁ ଆଜି ଗାଁକୁ ଡରୁଛି କରୋନା ।
#ArgusNews #ArgusTv #Odisha #Ganjam #Covid #Corona_Awareness