ସୁବର୍ଣ୍ଣପୁର୍ ଜିଲ୍ଲା ବୀରମହାରାଜପୁର୍ ବ୍ଲକ ସଂଗ୍ରାମପୁର୍ ଗ୍ରାମପଂଚାୟତ୍ ପାଲଟିଛେ ଦୁର୍ନିତୀର ଆଡ୍ଡା । କାଗଜ କଲମନେ କାମ ସାରିକିନା ଲୁଟା ହେଉଛେ ଲାଖ୍ ଲାଖ୍ ଟଙ୍କା । ଗୁଟେ ବନ୍ଧ ନେ ବାର୍ ବାର୍ କାମ ପକେଇ କିନା ବିନାକାମ୍ ରେ ଟଙ୍କା ଲୁଟ୍ ହେଉଛେ । ଆର୍ ଇ ଲୁଟ୍ ପଛେ ଅଛନ୍ ସେନର୍ କନିଷ୍ଠ ଯନ୍ତ୍ରୀ ଆର୍ ସରପଞ୍ଚ୍ ।
#ArgusNews #Odisha #ArguNewsTV #Subarnapur #Durniti #Corruption