ଆଦିବାସୀଙ୍କ ପାଇଁ ସରକାର ମାଳମାଳ ଯୋଜନା କରିଛନ୍ତି। ହେଲେ ସେସବୁ ସତେ ଯେମିତି ସ୍ବପ୍ନ ପାଲଟି ଯାଇଛି ଆଦିବାସୀଙ୍କ ପାଇଁ। ବର୍ତ୍ତମାନ ଚାରିଆଡେ କରୋନାର ଦ୍ବିତୀୟ ଲହରର ଆତଙ୍କ ଦେଖା ଦେଇଥିବା ବେଳେ ଶୁଦ୍ଧ ପାଣି ଟିକେ ପାଇଁ ଆଉଟୁ ପାଉଟୁ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ଆଦିବାସୀ ଅଧ୍ୟୁସିତ ବାଦପଲ୍ଲୀ ପଞ୍ଚାୟତର ଗୁଣ୍ଡୁରିପଲୀ ଓ ବି ନୂଆଁପଲୀ ଗ୍ରାମବାସୀ ।
#ArgusNews #ArgusNewsTV #Odisha #Brahmapur #DrinkingWaterProblem