#ସରୁନି_ଦିବ୍ୟାଙ୍ଗଙ୍କ_ଦୁଃଖ
ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଦିବ୍ୟାଙ୍ଗ ପରିବାର । ଘର ଖଣ୍ଡିଏ ବି ମିଳୁନି । ଦୁଇ ପିଲା ଓ ବଧିର ସ୍ତ୍ରୀକୁ ନେଇ ଚଳୁଛନ୍ତି ଅମର ପ୍ରଧାନ । ସରକାରଙ୍କୁ ନିବେଦନ କଲେ ବି କେହି ଗୁହାରି ଶୁଣୁନଥିବା ଅଭିଯୋଗ ହୋଇଛି ।
#Bhubaneswar #Handicapped #problem #BMC #complain #Odisha #ArgusNews