#ପିଟିପିଟି_ମାରିଦେଲେ_ଆଉ_ଏବେ_ମିଛ_ଘୋଡା_ଅଭିଯାନ
#ଇନକ୍ବେଷ୍ଟ_ରିପୋର୍ଟରେ_ମିଛର_ଷଡଯନ୍ତ୍ର
ବରଗଡ଼ ହାଜତ ମୃତ୍ୟୁ ମାମଲାରେ ପୋଲିସ ଆରମ୍ଭ କରିଦେଇଛି ଲିପାପୋଛା କାମ। ଇନକ୍ବେଷ୍ଟ ରିପୋର୍ଟରେ କୌଣସି କ୍ଷତ ନଥିବା ଦର୍ଶାଯାଉଛି ହେଲେ ମୃତ ଗୋବିନ୍ଦଙ୍କ ଫଟୋ ସ୍ପଷ୍ଟ କରୁଛି କିଭଳି ଅମାନୁଷିକ ଭାବେ ମାଡ ମରାଯାଇଛି। ଘର ଲୋକ ବି ପୋଲିସ ବିରୋଧରେ ଆଣିଛନ୍ତି ଅଭିଯୋଗ। ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି
#Bargarh #Police #PoliceHazat #Odisha #ArgusNews