ଏ ଆଖିରେ ଆଉ ସ୍ୱପ୍ନ ନାହିଁ । ଏ ମୁହଁରେ ଆଉ ହସ ବି ନାହିଁ । ବାକି ଜୀବନ, କେବଳ ବଞ୍ଚି ରହିବାର ଆଶାରେ ଅଟକି ଯାଇଛି। ପରିବାର ବୋଇଲେ ୪ ପ୍ରାଣୀ କୁଟୁମ୍ବ । ବାପା, ମା, ଭଉଣୀ ଆଉ ଆପଣଙ୍କ ସ୍କ୍ରିନରେ ଥିବା ଏ ହତଭାଗା ଯୁବକ ଦିଓ୍ବାନା। ଜୀବନକୁ ସୁଖରେ ବଞ୍ଚିବାର ଆଶା ନେଇ ହୁଏତ ତାଙ୍କ ନାଁ ଏମିତି ଦିଆଯାଇଥିଲା।
#diwana #kidney #problem #Odisha #ArgusNews