ସାହାରା ଇଣ୍ଡିଆ ସଂସ୍ଥା ଜମାକାରୀଙ୍କୁ ଲୋଭନୀୟ ସ୍କିମ୍ ଦେଖାଇ ପ୍ରଲୋଭିତ କରି ପୂର୍ବରୁ ହୋଇଥିବା ଜମାରାଶୀ ବା ଜମାଟଙ୍କା ପରିପକ୍ବ ସମୟ ହୋଇଯାଇଥିଲେ ମଧ୍ୟ ଟଙ୍କା ଫେରସ୍ତ ଦେଉନଥିବାର ଅଭିଯୋଗ ଆଣିଛନ୍ତି ଜମାକାରୀ । ଆଜି ସହିଦନଗର ସ୍ଥିତ ସାହାରା ଇଣ୍ଡିଆ ଅଫିସ ଆଗରେ ଧାରଣା ଦେବା ସହ ତୁରନ୍ତ ଜମାରାଶି ଫେରସ୍ତ ନ କଲେ ତୀବ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ
#Bhubaneswar #SaharaIndia #PeopleProtest #Odisha #ArgusNews