ପରୀକ୍ଷା ବାତିଲ ପାଇଁ ସହମତିର ସୂଚନା । କାରଣ କରୋନା ଓ ପରୀକ୍ଷା ଏକାସଙ୍ଗାରେ ଚାଲିପାରିବ ନାହିଁ । ସିବିଏସଇ ପରି ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ହିଁ ରାସ୍ତା । ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ସହ ସିବିଏସଇର ଅନ୍ୟ ବିକଳ୍ପ ରହିଛି
#ArgusNews #Odisha #NewsChannel #ArgusNewsTV #CBSC #Exam_Result #Odisha_Govt