#ଏକଜୁଟ୍_ହେଲେ_ଶହ_ଶହ_ଆଦିବାସୀ
#ଭିଟାମାଏଟ୍_ଛାଡବାକେ_ନାରାଜ୍
ମରିବୁ ପଛେ ଛାଡ଼ିବୁ ନାହିଁ । ବାପା ଦାଦା ଅମଳର ଭିଟାମାଟି ନଛାଡିବାକୁ ଅଡି ବସିଛନ୍ତି ଆଦିବାସୀ । ସୁନାବେଡା ବ୍ୟାଘ୍ର ପ୍ରକଳ୍ପକୁ ବିରୋଧ କରି ମେଳି ବାନ୍ଧିଲେ ଶହ ଶହ ବନବାସୀ ।
#sunabeda #tribal #tigerreserve #TribalAreas #Tiger #Koraput #Odisha #ArgusNews