#ସୁମା_ରିୟଲ_ମିଡ଼ିଆର_ଦୁର୍ଗାପୂଜା_ଭେଟି
ଆସନ୍ତା ୧୪ ତାରିଖରେ ପ୍ରେକ୍ଷାଳୟକୁ ଆସିବ ଓଡିଆ ଚଳଚ୍ଚିତ୍ର ମନ ମୋ ନେଇଗଲୁରେ । ଆଜି ଫିଲ୍ମ ଏହି ଚଳଚ୍ଚିତ୍ରର ଅଡିଓ ରିଲିଜ ହୋଇଛି ।ଏଥିରେ ୪ ଟି ଗୀତ ରହିଛି ।
#bhubaneswar #odiamovie #audiorelease #comingsoon #durgapuja #Odisha #ArgusNews