ଦୁର୍ନୀତି ଧରାପଡିଯିବା ଭୟରେ ମନ୍ତ୍ରୀଙ୍କ ଲୋକ ସୂଚନା ଅଧିକାର କର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଥାନାରେ ଅଭିଯୋଗ ପରେ ମଧ୍ୟ ଶୁଣୁନାହି ପୋଲିସ । ଭୟରେ ଗାଁ ଛାଡିବାକୁ ବାଧ୍ୟ ହେଲେଣି ସୂଚନା ଅଧିକାର କର୍ମୀଙ୍କ ପରିବାର । ଢେଙ୍କାନାଳ କାମାକ୍ଷାନଗରରୁ ଆସିଛି ଏହିଭଳି ସାଙ୍ଘାତିକ ଅଭିଯୋଗ
#Dhenkanal #RTI #OdishaPolice #Kamakshyanagar #Odisha #ArgusNews