#ସ୍ଥାୟୀ_ନିଯୁକ୍ତି_ଆମର_ଦାବୀ
ୟୁଜ ଆଣ୍ଡ ଥ୍ରୋ ପଲିସି ଚଳିବ ନାହିଁ । ଏମିତି ନାରା ଦେଇ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରୁଛନ୍ତି ପାରାମେଡିକାଲ ସଂଘର ସଦସ୍ୟମାନେ । କୋଭିଡ ସମୟରେ ଜୀବନକୁ ବାଜି ଲଗାଇ କୋଭିଡ ହସ୍ପିଟାଲର ଡ୍ୟୁଟି କରୁଥିଲେ । ରାଜ୍ୟ ସରକାର କିନ୍ତୁ ଧିରେ ଧିରେ ପାରାମେଡିକାଲ ଷ୍ଟାଫଙ୍କୁ ଛଟେଇ କରୁଛନ୍ତି । ଯାହାକୁ ବିରୋଧ କରିଛି ସଂଘ ।
#ArgusNews #ArgusNewsTV #Odisha #paramedical #COVID19 #bolangir #collector