#ସ୍ମାର୍ଟ_ସିଟି_ନା_କ୍ରାଇମ_ସିଟି
#ମୂଳ_ଅପରାଧୀଙ୍କ_ପାଖରେ_ପହଞ୍ଚିପାରୁନି_ପୋଲିସ୍
ବଢିଛି କ୍ରାଇମ।ବଢିଛି ଚୋରି, ଲୁଟ ତରାଜ ସାଙ୍ଗକୁ ଛିନତାଇ। ଅପରାଧ ସାଙ୍ଗକୁ ଗଞ୍ଜେଇ ଓ ବ୍ରାଉନସୁଗର କାରବାରର ବି ବଢିଚାଲିଛି। କ୍ରାଇମର ରେକର୍ଡକୁ ଦେଖିଲେ, ସ୍ମାର୍ଟସିଟି ନା କ୍ରାଇମସିଟି ଉଠିଛି ପ୍ରଶ୍ନ।
#ArgusNews #Odisha #ArguNewsTV #Odisha #crimecapital #crimebhubaneswar #crimecuttack