ଜୁନିଅର ହକି ବିଶ୍ୱକପରେ ସୁନ୍ଦରଗଡ଼ ଜିଲ୍ଲାରୁ ସ୍ଥାନ ପାଇଛନ୍ତି ତିନି ଆଦିବାସୀ ଓଡ଼ିଆ ପୁଅ । ଯାହା ମଧ୍ୟରୁ ଅଛନ୍ତି ରାଜଗାଙ୍ଗପୁର ବ୍ଲକ ମନ୍ଦିରା ଗାଁ ର ହକି ଖେଳାଳୀ ସୁଦୀପ ଚିର୍ମାକୋ। ନିଜର କଠିନ ପରିଶ୍ରମ ବଳରେ ଏକ ଉପାନ୍ତ ଅଞ୍ଚଳ ଗରିବ ପରିବାର ରୁ ବାହାରି ସେ ଆଜି ସୃଷ୍ଟି କରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ।
#Sundargarh #JuniorHockey #WorldCup #hockeyplayer #SudipChirmako #ArgusNews