ହେଲମେଟ୍ ପିନ୍ଧିବା ନେଇ ନୂଆ ଢଙ୍ଗରେ କରାଗଲା ଲୋକଙ୍କୁ ସଚେତନତ। । BIS ଓ ISI ହଲମାର୍କ ବିଶିଷ୍ଟ ହେଲମେଟ୍ ପିନ୍ଧିବା ପାଇଁ ନୂତନ ତରିକାରେ ଲୋକଙ୍କୁ କରାଯାଉଛି ସଚେତନତା । କଟକ ମଧୁପାଟଣା ଛକରୁ ଆଜି ଠାରୁ ଆରମ୍ଭ ହୋଇଛି ଏହି ଅଭିଯାନ
#ArgusNews #Odisha #ArgusNewsTV #Cuttack #Helmate_Awareness #madhupatna #BIS #ISI