କାମିତି ହେବ କୋଭିଡ୍ ଔଷଧ ୨ ଡିଜିର ପ୍ରୟୋଗ?
କେଉଁମାନେ କରିପାରିବେ ଏହି ଔଷଧ ସେବନ?କେଉଁମାନଙ୍କ କ୍ଷେତ୍ରରେ ରହିଛି ବାରଣ ? ଔଷଧ ସେବାନ ବିଧି ଜାରିକଲା ଡିଆରଡିଓ। ଖୁବ୍ ଶୀଘ୍ର କୋଭିଡ୍ ସଂକ୍ରମିତଙ୍କ ପାଖରେ ପହଁଚିବାକୁ ଯାଉଛି ବହୁ ପ୍ରତିକ୍ଷିତ ଔଷଧ ୨ଡିଜି ।
#ArgusNews #ArgusTv #covid #DRDO #2DG_Medicine