ଆନନ୍ଦପୁର ଉପଖଣ୍ଡ କେଶଦୁରାପାଳ ଗାଁର ଦଧିବାମନଜୀଉ ମନ୍ଦିର। ଏହି ମନ୍ଦିର ପ୍ରାୟ ୧୮ଶହ ଶତାବ୍ଦୀ ରେ ଧନୁର୍ଜୟ ନାରାୟଣ ଭଞ୍ଜଦେଓ ଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥଲା। ସେହି ସମୟରେ ଠାକୁର ଙ୍କ ଦୈନିକ ରୀତିନୀତି ନିମନ୍ତେ ରାଜାଙ୍କ ଦ୍ଵାରା ୧୦ ଏକର ରୁ ଉର୍ଦ୍ଧ୍ବ ଜମି ପ୍ରଦାନ କରାଯାଇଥିଲା।
#Anandapur #DadhibamanJiutemple #oldtemple #Odisha #ArgusNews