#ଜଗା_ବନ୍ଧା_ହୁଏ_କଣ_ପାଇଁ !
#ଅଗର୍ସ_ଜଣା_ଅଜଣା_ଜଗନ୍ନାଥ
#ଜଗନ୍ନାଥଙ୍କ_ସେନାପଟା_କାହାଣୀ
ତାକୁ ନ ବାନ୍ଧିଲେ କେହି ପାରିବେନି। ସେଇଥିପାଇଁ ତ ଯଶୋଦା ବାନ୍ଧୁଥିଲେ ତାଙ୍କୁ। ଏ ଦିଅଁଙ୍କ ଚୋରି କରିବା ଗୁଣଟି ବଡ ପୁରୁଣା। ସେ କୋଟିନିଧିର ଅଧିପତି ତଥାପି ଚୋରି କରିବାର ମଉଜରୁ ସେ ମୁକ୍ତ ନୁହଁନ୍ତି। ସେଇଥିପାଇଁ ପଣସ ଚୋରି କରି ଧରାପଡିଲେ। ଆଉ ଆଜି ବଡଦାଣ୍ଡରେ ସମସ୍ତଙ୍କ ଆଗରେ ବନ୍ଧା ହୋଇଛନ୍ତି କାଳିଆ ଠାକୁର। ହେଲେ କ’ଣ ପାଇଁ ? ଶୁଣନ୍ତୁ କାହାଣୀ ।
#ArgusNews #Odisha #RathYatra2021 #JanaAjanaJagannath #ArgusNewsTV