#ଓଡ଼ିଶାରେ_ପଦ୍ମ_ଫୁଟାଇବାକୁ_ବିଜେପିର_ମାଷ୍ଟର_ପ୍ଲାନ
ରାଜ୍ୟ କାର୍ଯ୍ୟକାରିଣୀରେ ମିଶନ ୨୪ ପାଇଁ ଗେରୁଆ ଦଳର ମିଶାଣ, ଫେଡ଼ାଣ, ହରଣ, ଗୁଣନ । ବୁଥ ସୁଦୃଢ଼ରୁ ସରକାର ଗଠନ ନାରା । ସରକାରୀ ଅବହେଳାକୁ ଆୟୁଧ କରି ଦୁର୍ବାର ଆନ୍ଦୋଳନର ପ୍ରସ୍ତୁତି ।
#ArgusNews #BJP #2024Election #preparation #Strategy #Democracy #Corruption #CentralGovt #Odisha