ବୌଦ୍ଧ ଜିଲ୍ଲା ତେଇସମାଇଲ ଠାରେ 57 ନମ୍ବର ଜାତୀୟ ରାଜପଥ ଅବରୋଧ । ୩ ବର୍ଷ ହେଲା ଅସମ୍ପୂର୍ଣ୍ଣ ପୋଲ ନିର୍ମାଣ କାମ ସମ୍ପୂର୍ଣ୍ଣ କରିବା ଦାବିରେ ବାହାଲି ଗ୍ରାମବାସୀ ପକ୍ଷରୁ ରାଜପଥ ଅବରୋଧ କରାଯାଇଛି
#ArgusNews #Odisha #ArgusNewsTV #Boudh #BridgeConstruction #Roadblocked