ବିଚ ରାସ୍ତାରେ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ । ଯୁବତୀଙ୍କୁ ଆକ୍ରମଣ କଲେ ପ୍ରେମୀ ଯୁଗଳ।ଘଟଣା ଘଟିଛି ନୟାପଲି ତ୍ରିନାଥ ସାହିରେ । ଆକ୍ରମଣର କାରଣ ଜଣା ପଡ଼ିନାହିଁ। ଯୁବତୀଙ୍କୁ ପିସିଆର ଉଦ୍ଧାର କରି ମେଡ଼ିକାଲ ରେ ଭର୍ତ୍ତି କରିଛି।
#Bhubaneswar #Nayapalli #LadyAttack #Fatalattack #lovecase #Odisha #ArgusNews