#ପାରମ୍ପରିକ_ଜୀବିକା_ହରାଇ_ପାରନ୍ତି_ମତ୍ସ୍ୟଜୀବୀ
ହୀରାକୁଦ ଜୈବ ବିବିଧତା ଉପରେ ବିପଦ । ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଜଳଭଣ୍ତାରରେ ଗିପ୍ଟ ତିଲାପିଆ ମାଛ ଜାଆଁଳ କେନ୍ଦ୍ର କଲେ ଜୈବ ବିବିଧତା ନଷ୍ଟ ହେବା ନେଇ ସତର୍କ କଲେ ବିଶେଷଜ୍ଞ। କହିଲେ, କେବଳ ହୀରାକୁଦ ଜଳଭଣ୍ତାର ନୁହ ମହାନଦୀ ସହ ଏହାର ଶାଖାନଦୀ ଏବଂ ସମୁଦ୍ର ପ୍ରତି ବିପଦ ରହିଛି। ଚିନ୍ତାରେ ମତ୍ସ୍ୟଜୀବୀ।
#Fishermen #biodiversity #Sambalpur #Odisha #ArgusNews