କଟକ କିଶନ ନଗର ଥାନା ସମ୍ମୁଖରେ ଆତ୍ମାହୁତି ମାମଲା। ଥାନା ଅଧିକାରୀ ସସ୍ମିତା ନିଲମ୍ବିତ। ନିଲମ୍ବନ କଲେ ପୋଲିସ ଡିଜି। କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ଯୋଗୁଁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି।
#Cuttack #kishornagar #policestation #iic #suspended #Odisha #ArgusNews