ଖୁବ ଶୀଘ୍ର ଟିଭି ପରଦା ଆସୁଛି ଜୀ ସାର୍ଥକର ନୂଆ ସିନେମା ‘ଫେରି ଆସୁଥିବି କୋଳକୁ ତୋର’ର । ଆଜି ତାର ଅଡିଓ ଲୋକାର୍ପିତ ହୋଇଯାଇଛି । ଆସନ୍ତା ସେପ୍ଟେମ୍ବର ୧୮ ତାରିଖ ସନ୍ଧ୍ୟାରେ ଜୀ ସାର୍ଥକରରେ ଏହି ସିନେମା ମୁକ୍ତିଲାଭ କରିବ ।
#Odiamovie #released #PheriAsuthibiKolaKuTora #newmovie #Odisha #ArgusNews