ପୁଣି ଭିକେ ପାଣ୍ଡିଆନଙ୍କୁ ପ୍ରଶ୍ନ ବାଣରେ ଧୋଇଦେଲେ ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ । ଗତକାଲି ଭିକେ ପାଣ୍ଡିଆନ ପ୍ରଦୀପଙ୍କ ନାଁ ନ ନେଇ ପ୍ରଦୀପ ପାଣିଗ୍ରାହୀଙ୍କୁ ତେରେଛା ବାଣ ମାରିଥିଲେ । ଯାହାର ଜବାବ ରଖିଛନ୍ତି ପ୍ରଦୀପ ପାଣିଗ୍ରାହୀ I