କଲାହାଣ୍ଡି ଜିଲ୍ଲା ନର୍ଲା ବ୍ଲକନେ ସ୍କୁଲ ୟୁନିଫର୍ମ ଘିନାରେ ବଡ ଦୁର୍ନୀତି । ମିଲିମିଶି ଖାଇଗଲେ ଛାତ୍ରଛାତୀକଁର୍ ହକ୍କର ପଏସା । ନର୍ଲା ବ୍ଲକର୍ ୧୯୩ ଟା ପ୍ରାଥମିକ ଆର୍ ଉଚ୍ଚ ପ୍ରାଥମିକ ସ୍କୁଲ୍ ଲାଗିର୍ ସ୍କୁଲ ୟୁନିଫର୍ମ ଘିନବା ଲାଗିର ଟଙ୍କା ଆସୁଛେ ।
#Curruption #schooluniform #Kalahandi #Narla #Odisha #ArgusNews