ଦେଖନ୍ତୁ ଏହି ଫଳ ବ୍ୟବସାୟୀଙ୍କ କାରନାମା । ଆଖି ପିଛୁଳାକେ ଜରି ବଦଳ।ଇଦେଲେ ଫଳ ବ୍ୟବସାୟୀ । ଏହି ଖବର ଜାଣିବା ପରେ ଗ୍ରାହକ ଓ ଫଳ ବ୍ୟବସାୟୀ ମଧ୍ୟରେ ପାଟିତୁଣ୍ଡ। ଆଉ ତା ପରେ ଜନଗହଳିପୂର୍ଣ୍ଣ ବାଦାମବାଡ଼ି ଅଞ୍ଚଳରେ ଉଭୟ ହେଲେ ହାତାହାତି ।
#fruitseller #cheating #customer #Cuttack #Badambadi #Fighting #Odisha #ArgusNews