ଚଳିତ ବର୍ଷ ବିଶ୍ବକୁ ସାମ୍ନା କରିବାକୁ ପଡିବ ଶକ୍ତିଶାଳୀ ବାତ୍ୟା । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଶକ୍ତିଶାଳୀ ବାତ୍ୟା ସଂଖ୍ୟା ବି ବଢିବ । ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ବି ପଡିପାରେ । ମାତ୍ର ପରିବର୍ତ୍ତିତ ପାଣିପାଗ ପାଇଁ ତାହା ସେତେଟା ଶକ୍ତିଶାଳୀ ହେବନାହିଁ
#WeatherUpdate #Cyclone #climate #IMD #ArgusNews