ପାହାଳ ଥାନା ଆଗ ରାଜ ରାସ୍ତାରେ ଲାଗିଲା ନିଆଁ। ରାସ୍ତାରେ ମୋବିଲ ଢାଳି ଯାଇଥିଲେ । କୌଣସି କାରଣରୁ ନିଆଁ ଲାଗି ଯାଇଥିବାରୁ । ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା । ଅଞ୍ଚଳଟି ପ୍ରାୟ ଧୂଆଁମୟ ହୋଇଯାଇଥିଲା
#Cuttack #Pahala #Fire #Odisha #ArgusNews