ସ୍ଵଦେଶରେ ବିଶ୍ଵବିଜେତାଙ୍କୁ ଜୋରଦାର ସ୍ଵାଗତ । ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ଜୋରଦାର ସ୍ଵାଗତ । ବାଜା ବଜେଇ ପାରମ୍ଫରିକ ନୃତ୍ୟରେ ସ୍ଵାଗତ କଲେ ଲୋକେ । ଫାଇନାଲ ମ୍ୟାଚ୍ ରେ ଇଂଲଣ୍ଡକୁ ପରାସ୍ତ କରି ଟି-୨୦ ଟ୍ରଫି ଜିତିଲା ଭାରତ ।
#ArgusNews #womenscricketteam #warmwelcome #Airport #Delhi #National