ଧକ୍କା ମାରି ପୋଲିସ କହିଲା ବୁଢୀ ତୁ ଯା !
ପୁଅର ହତ୍ୟାକାରୀଙ୍କୁ ଧରିବା ପାଇଁ ଲଢେଇ କରୁଛନ୍ତି ସୁବାସିନୀ ବେହେରା । ୨୦୧୬ ଜୁଲାଇ ୧୬ ତାରିଖରେ ଭୁବନେଶ୍ୱରର ଡେଲଟା ଛକ ସାଇ ରେସିଡେନସି ଗେଷ୍ଟ ହାଉସରୁ ସନ୍ଦେହଜନକ ଭାବେ ମିଳିଥିଲା ଇଂଜନିୟର ଅକ୍ଷୟ ପୋଥାଳଙ୍କ ମୃତଦେହ
#AkshyaPothal #OdishaPolice #CentralGovtEmployee #Bhubaneswar #engineer #ArgusNews #Odisha