#ବିବାଦ_ବିବାଦ_ବିବାଦ
#ପୁଣି_ବିବାଦରେ_ରାଜ୍ୟ_ଚଳଚ୍ଚିତ୍ର_ଓ_ଟେଲି_ପୁରସ୍କାର
ପୁରସ୍କାର ଚୟନରେ ପାତର ଅନ୍ତର । କପି ଫିଲ୍ମକୁ ପ୍ରୋତ୍ସାହନ, ମୌଳିକ ଓଡ଼ିଆ ଫିଲ୍ମକୁ ହତାଦାର । ସଂଗୀତ ନାଟକ ଏକାଡେମୀ ପୁରସ୍କାରରେ ଯାହା କଲେ ରାଜ୍ୟ ଚଲଚ୍ଚିତ୍ର ଓ ଟେଲି ଆୱାର୍ଡରେ ବି ଠିକ୍ ସେଇଆ। ବିନା ଘୋଷଣାରେ ସିଧା ପୁରସ୍କାର।
#ArgusNews #OdiaFilm #Controversy #CopyFilm #Odisha