ଗାଡିରୁ ତେଲ ଚୋରି କରୁଥିବା ସମୟରେ ଚୋରକୁ କାବୁ କରି ପୋଲିସ ଜିମା ଦେଲେ ଗ୍ରାମବାସୀ। ଆନନ୍ଦପୁର ଉପଖଣ୍ଡ ବେଲବାହାଳି ଗାଁରେ ଟ୍ରକରୁ ଅନେକ ସମୟରେ ବ୍ୟାଟେରୀ ସମେତ ଡିଜେଲ ଚୋରି ହେଉଥିବା ଅଭିଯୋଗ ହୋଇଥିଲା।
#Keonjhar #Anandpur #Thief #capture #Odisha #ArgusNews