#ଆନ୍ଧ୍ର_ଦାଦାଗିରି_ଓଡ଼ିଶା_ଚୁପ୍
#ଆନ୍ଧ୍ର_ଆଗରେ_ଅସହାୟ_କି_ରାଜ୍ୟ_ସରକାର ?
ବିଧାନସଭାରେ ରାଜସ୍ବମନ୍ତ୍ରୀ ଖାମଖିଆଲି ଉତ୍ତର । ବିଜେପି ବିଧାୟିକା କୁସୁମ ଟେଟେଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଧାନସଭାରେ ଉତ୍ତର ରଖିଛନ୍ତି ଯେ ଆନ୍ଧ୍ର ଦ୍ଵାରା ୨୦୨୧ରୁ ଭତ୍ତା କିମ୍ବା ରାସନ୍ ବଣ୍ଟନ କି ରାସ୍ତା ନିର୍ମାଣ ସମ୍ପର୍କିତ ତଥ୍ୟ ଜିଲ୍ଲା ପ୍ରଶାସନ ପାଖରେ ନାହିଁ।
#ArgusNews #AndhraPradesh #BorderIssue #BorderDisput #OdishaGovt #Odisha