#ରାସ୍ତା_ଉପରେ_ଭବିଷ୍ୟତ_ଗଢ଼ା
#ଖୋଲା_ଆକାଶ_ତଳେ_ପିଲାଙ୍କ_ପାଠପଢ଼ା
ରାସ୍ତା ଉପରେ ଖରା, ବର୍ଷା, ଶିତ ସବୁ ଦିନ ଖାଦ୍ୟ ଖାଉଛନ୍ତି କୋମଳମତି ଶିଶୁମାନେ । ଏନେଇ ଅଭିଯୋଗ କଲେ ବି କେହି ଶୁଣୁ ନଥିବା କହିଛନ୍ତି ଗ୍ରାମବାସୀ । ଯଥାଶୀଘ୍ର ଅଙ୍ଗନୱାଡି କେନ୍ଦ୍ର ଯୋଗାଇ ଦେବାକୁ ଦାବି କରିଛନ୍ତି ।
#ArgusNews #AnganwadiCenter #children #study #classroomissues #Subarnapur #OdishaGovt #development