#ସରକାର_କେବେ_ଶୁଣିବେ_ଆଶା_ଦିଦିଙ୍କ_ଦାବି ?
ସ୍ଥାୟୀ ନିଯୁକ୍ତି ଦାବିରେ ୪ ଦଫା ଦାବି ନେଇ ଏ.ଏନ.ଏମ ସ୍ୱାସ୍ଥ୍ୟକର୍ମୀ ମାନଙ୍କର ଭୁବନେଶ୍ବର ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ । ସରକାରଙ୍କ କାମ ସରିବା ପରେ ଅଣଦେଖା ଅଭିଯୋଗ ।
#ArgusNews #ANM #strike #protest #Bhubaneswar #LowerPMG #Odisha #OdishaGovt