ଅର୍ଚ୍ଚନା ନାଗ ମାମଲାରେ କମିସନରେଟ୍ ପୋଲିସକୁ ଇଡିର ଚିଠି । ଅର୍ଚ୍ଚନା ଘରେ ଥିବା ହାର୍ଡ ଡିସ୍କ DVR ନେଇ DCP ଙ୍କୁ ଚିଠି ଲେଖି ଏହାକୁ EDକୁ ହସ୍ତାନ୍ତର କରିବାକୁ କୁହାଯାଇଥିଲା । ହେଲେ ହାର୍ଡ ଡିସ୍କ ନାହିଁ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଥିଲା ।
#ArgusNews #ArchanaNag #BlackmailingCase #ED #CommissionerPolice #Bhubaneswar #Odisha